You are here: Home Events
  • Increase font size
  • Default font size
  • Decrease font size

Nilachal Saraswat Sangha,Puri

nilachal saraswat sangh
Events Calendar
Previous month Previous day
Next day Next month

କୋଲକାତା ସାରସ୍ଵତ ସଙ୍ଘର ୨୪ ତମ ବାର୍ଷିକ ଅଧିବେଶନ Print
Sunday, September 23 2018
ନୀଳାଚଳ ସାରସ୍ଵତ ସଙ୍ଘର ଶାଖା କୋଲକାତା ସାରସ୍ଵତ ସଙ୍ଘର ୨୪ ତମ ବାର୍ଷିକ ଅଧିବେଶନ ତା - ୨୩.୦୯.୨୦୧୮ ରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର କମିଟି ପ୍ରତିନିଧି ପ୍ରମୋଦ କୁମାର ମହାନ୍ତି ଭାଇ ଉତ୍ସବର ପରିଚାଳନା କରିଥିଲେ । 
                     ଉତ୍ସବରେ ପଶ୍ଚିମବଙ୍ଗ କ୍ରାଇମ ରେକର୍ଡ ବ୍ୟୁରୋ ଡିଜି ଦୁର୍ଗାପ୍ରସାଦ ତାରେଣିଆ ଓ ସେଟଲମେଣ୍ଟ କମିଶନ ସଦସ୍ୟ ପୀୟୂଷ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । 
 

Click Photo to Enlarge

   
   
   
     

Back

Who's Online

We have 12 guests online